ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ଗରିବ ରାଷ୍ଟ୍ରକୁ ‘ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌’ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରେ ସରବ୍ୟ ହେଉଥିବା ଗରିବ ରାଷ୍ଟ୍ରମାନଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ନିମନ୍ତେ ‘କୋପ୍‌୨୭’ ନାମରେ ଜଣାଶୁଣା ‘୨୭ତମ ମିଳିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ’ ଏକ ଐତିହାସିକ ରାଜିନାମାରେ ଉପଗତ ହୋଇଛି। ଏହି ରାଜିନାମା ହେଉଛି ସମୃଦ୍ଧ ରାଷ୍ଟ୍ରସମୂହଙ୍କ ବ୍ୟାପକ ‘କାର୍ବନ୍‌ ଏମିସନ୍‌’ର ସରବ୍ୟ ହେଉଥିବା ଦରିଦ୍ର ରାଷ୍ଟ୍ରମାନଙ୍କର ବିଜୟ। କାରଣ ବିଶ୍ୱ ତାପମାନ ପ୍ରତି ଅତି ସ୍ୱଳ୍ପ ଅବଦାନ ଥାଇ ସୁଦ୍ଧା ସେମାନେ ଏହାର … Continue reading ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ଗରିବ ରାଷ୍ଟ୍ରକୁ ‘ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌’ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର